App4Sure

Websites, apps and marketing · Bhubaneswarୱେବସାଇଟ୍, ଆପ୍ ଓ ମାର୍କେଟିଂ · ଭୁବନେଶ୍ୱର

Your business website,ଆପଣଙ୍କ ବ୍ୟବସାୟର ୱେବସାଇଟ୍, built free.ମାଗଣାରେ ତିଆରି

Keep it running for ₹4,500 a year. Our team does all the technical work, so you never need a laptop, a login or a developer.ବର୍ଷକୁ ମାତ୍ର ₹4,500ରେ ଚାଲୁ ରଖନ୍ତୁ। ସବୁ ଟେକ୍ନିକାଲ୍ କାମ ଆମ ଟିମ୍ କରେ, ତେଣୁ ଆପଣଙ୍କୁ ଲାପଟପ୍, ଲଗଇନ୍ କିମ୍ବା ଡେଭେଲପର୍ ଦରକାର ନାହିଁ।

  • Live in 7 days7 ଦିନରେ ଲାଇଭ୍
  • Domain in your nameଡୋମେନ୍ ଆପଣଙ୍କ ନାମରେ
  • No exit feesଛାଡ଼ିବା ପାଇଁ କୌଣସି ଚାର୍ଜ ନାହିଁ
Websites, apps and marketing for small businessesଛୋଟ ବ୍ୟବସାୟ ପାଇଁ ୱେବସାଇଟ୍, ଆପ୍ ଓ ମାର୍କେଟିଂ Bhubaneswar, Odishaଭୁବନେଶ୍ୱର, ଓଡ଼ିଶା

ESTIMATEଆନୁମାନିକ ବିଲ୍For: your businessଆପଣଙ୍କ ବ୍ୟବସାୟ ପାଇଁ

Website designୱେବସାଇଟ୍ ଡିଜାଇନ୍₹0
Set-up from your photosଆପଣଙ୍କ ଫଟୋରୁ ସେଟଅପ୍₹0
Care plan, 12 monthsକେୟାର୍ ପ୍ଲାନ୍, 12 ମାସhosting · HTTPS · 4 changes/moହୋଷ୍ଟିଂ · HTTPS · ମାସକୁ 4ଟି ପରିବର୍ତ୍ତନ₹4,500
Domain, in your nameଡୋମେନ୍, ଆପଣଙ୍କ ନାମରେpaid at costଲାଗତ ମୂଲ୍ୟରେ₹800–1,200

FIRST YEARପ୍ରଥମ ବର୍ଷ₹4,500
+ domain · GST extra+ ଡୋମେନ୍ · GST ଅଲଗାprice lockedଦାମ୍ ସ୍ଥିର

Thank you · Visit againଧନ୍ୟବାଦ · ପୁଣି ଆସନ୍ତୁ

Who we work withଆମେ କାହା ସହ କାମ କରୁ

Small and mid-size businesses that want to be found.ଗ୍ରାହକ ଖୋଜି ପାଇବା ଦରକାର ଥିବା ଛୋଟ ଓ ମଧ୍ୟମ ବ୍ୟବସାୟ

If customers search for you on Google or ask for you on WhatsApp, a website pays for itself. Each kind of business gets a ready-made design, so you go live in days.ଯଦି ଗ୍ରାହକ Googleରେ ଆପଣଙ୍କୁ ଖୋଜନ୍ତି କିମ୍ବା WhatsAppରେ ପଚାରନ୍ତି, ତେବେ ୱେବସାଇଟ୍ ନିଜ ଖର୍ଚ୍ଚ ନିଜେ ଉଠାଏ। ପ୍ରତ୍ୟେକ ପ୍ରକାର ବ୍ୟବସାୟ ପାଇଁ ଡିଜାଇନ୍ ପ୍ରସ୍ତୁତ ଅଛି, ତେଣୁ କିଛି ଦିନରେ ଆପଣ ଲାଇଭ୍ ହୋଇଯାନ୍ତି।

Academies and classesଏକାଡେମୀ ଓ କ୍ଲାସ୍ App comingଆପ୍ ଆସୁଛି

Sports, dance, music, tuition, coachingକ୍ରୀଡ଼ା, ନୃତ୍ୟ, ସଙ୍ଗୀତ, ଟ୍ୟୁସନ୍, କୋଚିଂ. Usually starts with:ସାଧାରଣତଃ ଆରମ୍ଭ: website, app, admission campaignsୱେବସାଇଟ୍, ଆପ୍, ଆଡମିସନ୍ କ୍ୟାମ୍ପେନ୍.

Clinics and wellnessକ୍ଲିନିକ୍ ଓ ସ୍ୱାସ୍ଥ୍ୟ

Clinics, physiotherapy, gyms, salonsକ୍ଲିନିକ୍, ଫିଜିଓଥେରାପି, ଜିମ୍, ସାଲନ୍. Usually starts with:ସାଧାରଣତଃ ଆରମ୍ଭ: website, google profile, social mediaୱେବସାଇଟ୍, Google ପ୍ରୋଫାଇଲ୍, ସୋସିଆଲ୍ ମିଡିଆ.

Shops and foodଦୋକାନ ଓ ଖାଦ୍ୟ

Restaurants, cafés, boutiques, local retailରେଷ୍ଟୁରାଣ୍ଟ, କାଫେ, ବୁଟିକ୍, ସ୍ଥାନୀୟ ଦୋକାନ. Usually starts with:ସାଧାରଣତଃ ଆରମ୍ଭ: website, google profile, social mediaୱେବସାଇଟ୍, Google ପ୍ରୋଫାଇଲ୍, ସୋସିଆଲ୍ ମିଡିଆ.

Services and tradesସେବା ଓ ବୃତ୍ତି

CA firms, interior designers, repairs, real estateCA ଫାର୍ମ, ଇଣ୍ଟେରିଅର୍ ଡିଜାଇନର୍, ମରାମତି, ରିଅଲ୍ ଏଷ୍ଟେଟ୍. Usually starts with:ସାଧାରଣତଃ ଆରମ୍ଭ: website, google profile, lead campaignsୱେବସାଇଟ୍, Google ପ୍ରୋଫାଇଲ୍, ଲିଡ୍ କ୍ୟାମ୍ପେନ୍.

Mid-size businessesମଧ୍ୟମ ବ୍ୟବସାୟ

Multi-branch chains, manufacturers, institutionsଅନେକ ଶାଖା ଥିବା ଚେନ୍, ଉତ୍ପାଦକ, ଅନୁଷ୍ଠାନ. Usually starts with:ସାଧାରଣତଃ ଆରମ୍ଭ: brand kit, social media, ads, custom appବ୍ରାଣ୍ଡ କିଟ୍, ସୋସିଆଲ୍ ମିଡିଆ, ବିଜ୍ଞାପନ, କଷ୍ଟମ୍ ଆପ୍.

Getting startedଆରମ୍ଭ କରିବା

Four steps. No meetings needed.ଚାରୋଟି ପଦକ୍ଷେପ

  1. Say helloHello କୁହନ୍ତୁ

    Send us a WhatsApp or walk in. Tell us your business name and what you do.WhatsApp କରନ୍ତୁ କିମ୍ବା ସିଧା ଆସନ୍ତୁ। ଆପଣଙ୍କ ବ୍ୟବସାୟର ନାମ ଓ କ'ଣ କରନ୍ତି ଜଣାନ୍ତୁ।

  2. Send what you haveଯାହା ଅଛି ପଠାନ୍ତୁ

    Photos, timings, prices and your logo if you have one. We write the rest.ଫଟୋ, ସମୟ, ଦାମ୍ ଓ ଲୋଗୋ (ଯଦି ଅଛି)। ବାକି ସବୁ ଆମେ ଲେଖିବୁ।

  3. Check your previewପ୍ରିଭ୍ୟୁ ଦେଖନ୍ତୁ

    We build your site and send you a link to check on your phone. Ask for changes on WhatsApp.ଆମେ ସାଇଟ୍ ତିଆରି କରି ଆପଣଙ୍କ ଫୋନ୍‌ରେ ଦେଖିବା ପାଇଁ ଲିଙ୍କ୍ ପଠାଉ। ପରିବର୍ତ୍ତନ WhatsAppରେ କୁହନ୍ତୁ।

  4. Go liveଲାଇଭ୍ କରନ୍ତୁ

    Start the care plan and we put your site live on your own domain, usually within 7 days.କେୟାର୍ ପ୍ଲାନ୍ ଆରମ୍ଭ କରନ୍ତୁ, ଆମେ ଆପଣଙ୍କ ନିଜ ଡୋମେନ୍‌ରେ ସାଇଟ୍ ଲାଇଭ୍ କରିବୁ, ସାଧାରଣତଃ 7 ଦିନ ଭିତରେ।

Pricingଦାମ୍

One small yearly fee. Everything else is optional.ବର୍ଷକୁ ଗୋଟିଏ ଛୋଟ ଫି, ବାକି ସବୁ ଇଚ୍ଛାଧୀନ

The website is free because we earn when you grow with us later. The care plan keeps it online and up to date.ୱେବସାଇଟ୍ ମାଗଣା, କାରଣ ଆପଣ ପରେ ଆମ ସହ ବଢ଼ିଲେ ଆମର ଆୟ ହୁଏ। କେୟାର୍ ପ୍ଲାନ୍ ସାଇଟ୍‌କୁ ଅନଲାଇନ୍ ଓ ଅପଡେଟ୍ ରଖେ।

Website buildୱେବସାଇଟ୍ ନିର୍ମାଣ ₹0

Designed for your business, set up with your services, timings and photos. Live within 7 days.ଆପଣଙ୍କ ବ୍ୟବସାୟ ପାଇଁ ଡିଜାଇନ୍, ଆପଣଙ୍କ ସେବା, ସମୟ ଓ ଫଟୋ ସହ ସେଟଅପ୍ 7 ଦିନ ଭିତରେ ଲାଇଭ୍

Requiredଆବଶ୍ୟକ Care planକେୟାର୍ ପ୍ଲାନ୍ ₹4,500 / year/ ବର୍ଷ

Or ₹450 a month with a 12-month minimum. Keeps your site online, secure and up to date.କିମ୍ବା ମାସକୁ ₹450, ଅତିକମ୍‌ରେ 12 ମାସ ଆପଣଙ୍କ ସାଇଟ୍‌କୁ ଅନଲାଇନ୍, ସୁରକ୍ଷିତ ଓ ଅପଡେଟ୍ ରଖେ

Domainଡୋମେନ୍ At costଲାଗତ ମୂଲ୍ୟ

About ₹800–1,200 a year. Registered in your name, always.ବର୍ଷକୁ ପ୍ରାୟ ₹800–1,200 ସବୁବେଳେ ଆପଣଙ୍କ ନାମରେ ରେଜିଷ୍ଟର୍

Every care plan includesପ୍ରତ୍ୟେକ କେୟାର୍ ପ୍ଲାନ୍‌ରେ ଅଛି

  • Fast, secure hosting with HTTPSHTTPS ସହିତ ଦ୍ରୁତ ଓ ସୁରକ୍ଷିତ ହୋଷ୍ଟିଂ
  • Up to 4 changes a month, done within 48 hoursମାସକୁ 4ଟି ପର୍ଯ୍ୟନ୍ତ ପରିବର୍ତ୍ତନ, 48 ଘଣ୍ଟା ଭିତରେ
  • WhatsApp enquiry form for your customersଗ୍ରାହକଙ୍କ ପାଇଁ WhatsApp ଏନ୍‌କ୍ୱାରି ଫର୍ମ
  • Photo refresh every quarterପ୍ରତି ତିନି ମାସରେ ନୂଆ ଫଟୋ
  • Timings and maps for every branchପ୍ରତ୍ୟେକ ଶାଖାର ସମୟ ଓ ମ୍ୟାପ୍
  • Price locked for as long as you stayଆପଣ ଯେତେଦିନ ରହିବେ, ଦାମ୍ ସେତିକି ଦିନ ସ୍ଥିର

All prices exclude 18% GST.ସମସ୍ତ ଦାମ୍‌ରେ 18% GST ଅନ୍ତର୍ଭୁକ୍ତ ନୁହେଁ। Prices valid from October 2026.ଅକ୍ଟୋବର 2026ରୁ ଲାଗୁ।

What this usually costsସାଧାରଣତଃ ଏହାର ଖର୍ଚ୍ଚ

Basic website from an agencyଏଜେନ୍ସିରୁ ସାଧାରଣ ୱେବସାଇଟ୍from ₹30,000₹30,000ରୁ ଆରମ୍ଭ
Basic website from a freelancerଫ୍ରିଲାନ୍ସରଙ୍କଠାରୁ ସାଧାରଣ ୱେବସାଇଟ୍₹8,000–25,000
Maintenance for a small business siteଛୋଟ ବ୍ୟବସାୟ ସାଇଟ୍‌ର ରକ୍ଷଣାବେକ୍ଷଣ₹1,500–7,000 a monthମାସକୁ ₹1,500–7,000
App4Sure: website plus a year of careApp4Sure: ୱେବସାଇଟ୍ ସହ ଏକ ବର୍ଷର କେୟାର୍₹4,500
Typical Indian rates, checked September 2026.ଭାରତର ସାଧାରଣ ଦର, ସେପ୍ଟେମ୍ବର 2026ରେ ଯାଞ୍ଚ କରାଯାଇଛି।

Grow with usଆମ ସହ ବଢ଼ନ୍ତୁ

Get more customers from your website.ୱେବସାଇଟ୍‌ରୁ ଅଧିକ ଗ୍ରାହକ ପାଆନ୍ତୁ

Add these when you're ready. Every price is well below what agencies and freelancers usually charge.ପ୍ରସ୍ତୁତ ହେଲେ ଏଗୁଡ଼ିକ ଯୋଡ଼ନ୍ତୁ। ପ୍ରତ୍ୟେକ ଦାମ୍ ଏଜେନ୍ସି ଓ ଫ୍ରିଲାନ୍ସରଙ୍କ ସାଧାରଣ ଦରଠାରୁ ବହୁତ କମ୍।

Best valueସବୁଠାରୁ ଲାଭଦାୟକ

Growth bundleଗ୍ରୋଥ୍ ବଣ୍ଡଲ୍

8 social posts a month and unlimited website changes, done within 24 hours.ମାସକୁ 8ଟି ସୋସିଆଲ୍ ପୋଷ୍ଟ ଓ ଅସୀମିତ ୱେବସାଇଟ୍ ପରିବର୍ତ୍ତନ, 24 ଘଣ୍ଟା ଭିତରେ।

₹6,000 / month/ ମାସ

All prices exclude 18% GST.ସମସ୍ତ ଦାମ୍‌ରେ 18% GST ଅନ୍ତର୍ଭୁକ୍ତ ନୁହେଁ।

You run the businessଆପଣ ବ୍ୟବସାୟ ଚଳାନ୍ତୁ

We do all the tech.ସବୁ ଟେକ୍ କାମ ଆମେ କରୁ

Every client gets a named person on our team. Change a price, add a photo or put up a holiday notice. Pick whichever way suits you.ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଆମ ଟିମ୍‌ରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଛନ୍ତି। ଦାମ୍ ବଦଳାନ୍ତୁ, ଫଟୋ ଯୋଡ଼ନ୍ତୁ କିମ୍ବା ଛୁଟି ନୋଟିସ୍ ଦିଅନ୍ତୁ। ଆପଣଙ୍କୁ ସୁବିଧା ହେଉଥିବା ଉପାୟ ବାଛନ୍ତୁ।

WhatsApp

Send the change or the photos to your team member. Done within 48 hours.ପରିବର୍ତ୍ତନ କିମ୍ବା ଫଟୋ ଆପଣଙ୍କ ଟିମ୍ ସଦସ୍ୟଙ୍କୁ ପଠାନ୍ତୁ। 48 ଘଣ୍ଟା ଭିତରେ ହୋଇଯିବ।

Walk-in studioୱାକ୍-ଇନ୍ ଷ୍ଟୁଡିଓ

Sit with our team and make changes together on a big screen. Approve them on the spot.ଆମ ଟିମ୍ ସହ ବସି ବଡ଼ ସ୍କ୍ରିନ୍‌ରେ ପରିବର୍ତ୍ତନ କରନ୍ତୁ। ସେଇଠି ଅନୁମୋଦନ କରନ୍ତୁ।

Edit it yourselfନିଜେ ଏଡିଟ୍ କରନ୍ତୁ

Update timings and text in a simple Google Sheet. Your site updates from it.ଏକ ସହଜ Google Sheetରେ ସମୟ ଓ ଲେଖା ଅପଡେଟ୍ କରନ୍ତୁ। ଆପଣଙ୍କ ସାଇଟ୍ ସେଥିରୁ ଅପଡେଟ୍ ହୁଏ।

Walk-in studioୱାକ୍-ଇନ୍ ଷ୍ଟୁଡିଓ
Opening soon in Bhubaneswarଭୁବନେଶ୍ୱରରେ ଶୀଘ୍ର ଖୋଲୁଛି

Mon–Sat, 10 AM – 7 PMସୋମ–ଶନି, ସକାଳ 10ଟା – ସନ୍ଧ୍ୟା 7ଟା · Until the studio opens, we come to you. Message us to fix a time.ଷ୍ଟୁଡିଓ ଖୋଲିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ପାଖକୁ ଆସିବୁ। ସମୟ ଠିକ୍ କରିବାକୁ ମେସେଜ୍ କରନ୍ତୁ।

Book a visitଆସିବା ପାଇଁ ସମୟ ନିଅନ୍ତୁ

Coming soonଶୀଘ୍ର ଆସୁଛି

Business apps, starting with academies.ବ୍ୟବସାୟ ଆପ୍, ଏକାଡେମୀରୁ ଆରମ୍ଭ

Run your business from your phone, connected to your website. Admissions from your site go straight into the app, and the batch timings on your site come from it. Pricing announced at launch.ଆପଣଙ୍କ ୱେବସାଇଟ୍ ସହ ଯୋଡ଼ା ହୋଇ ଫୋନ୍‌ରୁ ବ୍ୟବସାୟ ଚଳାନ୍ତୁ। ସାଇଟ୍‌ରୁ ଆସୁଥିବା ଆଡମିସନ୍ ସିଧା ଆପ୍‌କୁ ଯାଏ, ଏବଂ ସାଇଟ୍‌ର ବ୍ୟାଚ୍ ସମୟ ଆପ୍‌ରୁ ଆସେ। ଲଞ୍ଚ ସମୟରେ ଦାମ୍ ଘୋଷଣା ହେବ।

  • Attendanceଉପସ୍ଥାନ
  • Fee and payment remindersଫି ଓ ପେମେଣ୍ଟ ରିମାଇଣ୍ଡର୍
  • Online admissions and bookingsଅନଲାଇନ୍ ଆଡମିସନ୍ ଓ ବୁକିଂ
  • Customer and student recordsଗ୍ରାହକ ଓ ଛାତ୍ରଛାତ୍ରୀଙ୍କ ରେକର୍ଡ
Join the early listପ୍ରଥମ ତାଲିକାରେ ଯୋଗ ଦିଅନ୍ତୁ Apps for clinics, gyms and other businesses follow.କ୍ଲିନିକ୍, ଜିମ୍ ଓ ଅନ୍ୟ ବ୍ୟବସାୟ ପାଇଁ ଆପ୍ ପରେ ଆସିବ।
TodayଆଜିExampleଉଦାହରଣ
Beginners · 4:30 PMନୂଆ ଶିକ୍ଷାର୍ଥୀ · 4:30 PM18 / 20
Attendance marked by coachକୋଚ୍ ଉପସ୍ଥାନ ଦେଇଛନ୍ତି
Fees due this weekଏହି ସପ୍ତାହରେ ଦେୟ ଫି3
Reminders sent on WhatsAppWhatsAppରେ ରିମାଇଣ୍ଡର୍ ଗଲା
New admissionsନୂଆ ଆଡମିସନ୍2
From your website formଆପଣଙ୍କ ୱେବସାଇଟ୍ ଫର୍ମରୁ
The Odisha Skating Academy website on a phone

Founding clientପ୍ରଥମ ଗ୍ରାହକ · Bhubaneswarଭୁବନେଶ୍ୱର

Odisha Skating Academyଓଡ଼ିଶା ସ୍କେଟିଂ ଏକାଡେମୀ

Skating coaching for kids at four venues across Bhubaneswar. Parents needed batch timings and a quick way to enquire, so that's what the site leads with.ଭୁବନେଶ୍ୱରର ଚାରୋଟି ସ୍ଥାନରେ ପିଲାଙ୍କ ପାଇଁ ସ୍କେଟିଂ କୋଚିଂ। ଅଭିଭାବକଙ୍କୁ ବ୍ୟାଚ୍ ସମୟ ଓ ଶୀଘ୍ର ପଚାରିବାର ଉପାୟ ଦରକାର ଥିଲା, ତେଣୁ ସାଇଟ୍ ସେଥିରୁ ଆରମ୍ଭ ହୁଏ।

  • Batch timings for every venueପ୍ରତ୍ୟେକ ସ୍ଥାନର ବ୍ୟାଚ୍ ସମୟ
  • Enquiry form that opens WhatsAppWhatsApp ଖୋଲୁଥିବା ଏନ୍‌କ୍ୱାରି ଫର୍ମ
  • Photo gallery that fits any phone photoଯେକୌଣସି ଫୋନ୍ ଫଟୋ ଖାପ ଖାଉଥିବା ଗ୍ୟାଲେରୀ
  • Content the academy edits in a Google Sheetଏକାଡେମୀ ନିଜେ Google Sheetରେ ଏଡିଟ୍ କରୁଥିବା ବିଷୟବସ୍ତୁ
  • Next: pilot of our academy appପରବର୍ତ୍ତୀ: ଆମ ଏକାଡେମୀ ଆପ୍‌ର ପାଇଲଟ୍
Visit the live siteଲାଇଭ୍ ସାଇଟ୍ ଦେଖନ୍ତୁ ↗

Our promisesଆମର ପ୍ରତିଶ୍ରୁତି

You stay because it works. Never because you're stuck.ଆପଣ ରହିବେ କାରଣ ଏହା କାମ କରେ | ଫସି ଯାଇଥିବାରୁ ନୁହେଁ

Your domainଆପଣଙ୍କ ଡୋମେନ୍

Always registered in your name, never ours.ସବୁବେଳେ ଆପଣଙ୍କ ନାମରେ ରେଜିଷ୍ଟର୍, ଆମ ନାମରେ କେବେ ନୁହେଁ।

Your dataଆପଣଙ୍କ ଡାଟା

Your content, photos and customer data are exported to you whenever you ask.ଆପଣଙ୍କ ବିଷୟବସ୍ତୁ, ଫଟୋ ଓ ଗ୍ରାହକ ଡାଟା ଯେତେବେଳେ ଚାହିଁବେ ଆପଣଙ୍କୁ ଦିଆଯିବ।

Locked priceସ୍ଥିର ଦାମ୍

Your price never goes up while you stay with us.ଆପଣ ଆମ ସହ ଥିବା ଯାଏଁ ଦାମ୍ କେବେ ବଢ଼ିବ ନାହିଁ।

No exit feesଛାଡ଼ିବା ଚାର୍ଜ ନାହିଁ

Leave whenever you like. We hand everything over.ଯେତେବେଳେ ଇଚ୍ଛା ଛାଡ଼ନ୍ତୁ। ଆମେ ସବୁକିଛି ହସ୍ତାନ୍ତର କରିବୁ।

Questionsପ୍ରଶ୍ନ

Asked before you ask.ଆପଣ ପଚାରିବା ଆଗରୁ ଉତ୍ତର

Is the website really free?ୱେବସାଇଟ୍ ସତରେ ମାଗଣା କି?

Yes. Design and build cost ₹0. To keep it online you need the care plan: ₹4,500 a year, or ₹450 a month for at least 12 months. That covers hosting, security and up to 4 changes a month.ହଁ। ଡିଜାଇନ୍ ଓ ନିର୍ମାଣ ₹0। ଏହାକୁ ଅନଲାଇନ୍ ରଖିବା ପାଇଁ କେୟାର୍ ପ୍ଲାନ୍ ଦରକାର: ବର୍ଷକୁ ₹4,500, କିମ୍ବା ଅତିକମ୍‌ରେ 12 ମାସ ପାଇଁ ମାସକୁ ₹450। ଏଥିରେ ହୋଷ୍ଟିଂ, ସୁରକ୍ଷା ଓ ମାସକୁ 4ଟି ପର୍ଯ୍ୟନ୍ତ ପରିବର୍ତ୍ତନ ଅନ୍ତର୍ଭୁକ୍ତ।

How can you build it for free?ଆପଣ ମାଗଣାରେ କିପରି ତିଆରି କରନ୍ତି?

Our designs are ready-made for each kind of business, and our team handles many sites at once, so a build costs us little. We earn when clients add growth services like social media, campaigns and branding, and soon our apps.ପ୍ରତ୍ୟେକ ପ୍ରକାର ବ୍ୟବସାୟ ପାଇଁ ଆମ ଡିଜାଇନ୍ ପ୍ରସ୍ତୁତ ଥାଏ, ଏବଂ ଆମ ଟିମ୍ ଏକାସାଙ୍ଗରେ ଅନେକ ସାଇଟ୍ ସମ୍ଭାଳେ, ତେଣୁ ଗୋଟିଏ ସାଇଟ୍ ତିଆରିରେ ଆମର କମ୍ ଖର୍ଚ୍ଚ ହୁଏ। ଗ୍ରାହକମାନେ ସୋସିଆଲ୍ ମିଡିଆ, କ୍ୟାମ୍ପେନ୍ ଓ ବ୍ରାଣ୍ଡିଂ ଭଳି ସେବା, ଏବଂ ଶୀଘ୍ର ଆମ ଆପ୍ ନେଲେ ଆମର ଆୟ ହୁଏ।

What do I need to give you?ମୋତେ କ'ଣ ଦେବାକୁ ପଡ଼ିବ?

Your business name, what you offer, timings, prices, phone numbers and some photos. No good photos? We can shoot them for ₹5,000.ଆପଣଙ୍କ ବ୍ୟବସାୟର ନାମ, କ'ଣ ଦିଅନ୍ତି, ସମୟ, ଦାମ୍, ଫୋନ୍ ନମ୍ବର ଓ କିଛି ଫଟୋ। ଭଲ ଫଟୋ ନାହିଁ? ଆମେ ₹5,000ରେ ଫଟୋ ସୁଟ୍ କରିପାରିବୁ।

Do I need to buy a domain?ମୋତେ ଡୋମେନ୍ କିଣିବାକୁ ପଡ଼ିବ କି?

We register one in your name at cost, about ₹800–1,200 a year. If you already own one, we connect it.ଆମେ ଲାଗତ ମୂଲ୍ୟରେ ଆପଣଙ୍କ ନାମରେ ଗୋଟିଏ ରେଜିଷ୍ଟର୍ କରିଦେବୁ, ବର୍ଷକୁ ପ୍ରାୟ ₹800–1,200। ଆଗରୁ ଅଛି କି? ଆମେ ତାହାକୁ ଯୋଡ଼ିଦେବୁ।

How do I change something later?ପରେ କିଛି ବଦଳାଇବାକୁ ହେଲେ କ'ଣ କରିବି?

WhatsApp your team member, walk into our studio, or edit your Google Sheet. On the care plan, changes are done within 48 hours.ଆପଣଙ୍କ ଟିମ୍ ସଦସ୍ୟଙ୍କୁ WhatsApp କରନ୍ତୁ, ଆମ ଷ୍ଟୁଡିଓକୁ ଆସନ୍ତୁ, କିମ୍ବା ଆପଣଙ୍କ Google Sheet ଏଡିଟ୍ କରନ୍ତୁ। କେୟାର୍ ପ୍ଲାନ୍‌ରେ ପରିବର୍ତ୍ତନ 48 ଘଣ୍ଟା ଭିତରେ ହୁଏ।

What if I want to leave?ଛାଡ଼ିବାକୁ ଚାହିଁଲେ କ'ଣ ହେବ?

Your domain is already in your name, and we export your content and data when you ask. There are no exit fees.ଆପଣଙ୍କ ଡୋମେନ୍ ଆଗରୁ ଆପଣଙ୍କ ନାମରେ ଅଛି, ଏବଂ ଆପଣ ମାଗିଲେ ଆମେ ଆପଣଙ୍କ ବିଷୟବସ୍ତୁ ଓ ଡାଟା ଦେଇଦେବୁ। ଛାଡ଼ିବା ପାଇଁ କୌଣସି ଚାର୍ଜ ନାହିଁ।

Will the price go up next year?ଆସନ୍ତା ବର୍ଷ ଦାମ୍ ବଢ଼ିବ କି?

Not while you stay. Your price is locked. If you leave and come back later, the price at that time applies.ଆପଣ ରହିଥିବା ଯାଏଁ ନୁହେଁ। ଆପଣଙ୍କ ଦାମ୍ ସ୍ଥିର। ଛାଡ଼ି ପରେ ଫେରିଲେ, ସେତେବେଳର ଦାମ୍ ଲାଗୁ ହେବ।

Do you work outside Bhubaneswar?ଭୁବନେଶ୍ୱର ବାହାରେ କାମ କରନ୍ତି କି?

We're based in Bhubaneswar and focus on Odisha, so we can meet you in person. Everything also works over WhatsApp.ଆମେ ଭୁବନେଶ୍ୱରରେ ଅଛୁ ଏବଂ ଓଡ଼ିଶା ଉପରେ ଧ୍ୟାନ ଦେଉ, ତେଣୁ ଆପଣଙ୍କୁ ସିଧାସଳଖ ଭେଟିପାରିବୁ। ସବୁକିଛି WhatsAppରେ ମଧ୍ୟ ହୋଇପାରେ।

Is GST included?GST ଅନ୍ତର୍ଭୁକ୍ତ କି?

No. All prices exclude 18% GST.ନା। ସମସ୍ତ ଦାମ୍‌ରେ 18% GST ଅନ୍ତର୍ଭୁକ୍ତ ନୁହେଁ।

Get startedଆରମ୍ଭ କରନ୍ତୁ

Tell us about your business.ଆପଣଙ୍କ ବ୍ୟବସାୟ ବିଷୟରେ କୁହନ୍ତୁ

Fill this in and we'll open WhatsApp with your message ready. Our team replies within one working day.ଏହା ପୂରଣ କରନ୍ତୁ, ଆମେ ଆପଣଙ୍କ ମେସେଜ୍ ସହ WhatsApp ଖୋଲିଦେବୁ। ଗୋଟିଏ କାର୍ଯ୍ୟ ଦିବସ ଭିତରେ ଆମ ଟିମ୍ ଉତ୍ତର ଦିଏ।

Salesବିକ୍ରୟ+91 96927 22584
Supportସହାୟତା+91 72054 82700
What would you like?ଆପଣ କ'ଣ ଚାହାଁନ୍ତି?

We only use your details to reply to you.ଆପଣଙ୍କ ବିବରଣୀ କେବଳ ଉତ୍ତର ଦେବା ପାଇଁ ବ୍ୟବହାର ହୁଏ।

WhatsApp Get my free websiteମାଗଣା ୱେବସାଇଟ୍ ପାଆନ୍ତୁ